Price: ₹120.00

about this item:

  • କବି: ବିଜୟଲକ୍ଷ୍ମୀ ପାଣିଗ୍ରାହି
  • ପ୍ରକାଶକ: ତୀରତରଙ୍ଗ ପବ୍ଲିକେଶନ୍
  • Digital Distribution: Shubhdristi
  • ଭାଷା: ଓଡ଼ିଆ
  • DELIVERY CHARGES ₹09 extra
After Successful Payment, Please wait for a few seconds while we are processing your payment

DESCRIPTION:

ଯୁବକବି ବିଜୟଲକ୍ଷ୍ମୀ ପାଣିଗ୍ରାହି ଓଡ଼ିଆ ସାରସ୍ଵତ ଜଗତରେ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ। ଏକାଧାରରେ ପରିଚାଳିକା, ସଂଯୋଜିକା ଏବଂ ବେତାର, ମଞ୍ଚ ଓ କ୍ଷୁଦ୍ର ଚଳଚ୍ଚିତ୍ର ଅଭିନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସମ୍ପ୍ରତି ସେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ପାଞ୍ଜିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ଏହି କବିତା ସଙ୍କଳନରେ ସ୍ଥାନ ପାଇଥିବା ସମସ୍ତ କବିତା ଭାବ ଓ ଶବ୍ଦରେ ପାଠକଙ୍କୁ ବାନ୍ଧି ରଖିବ ନିଶ୍ଚୟ। "ଅନନ୍ୟା"କୁ ନେଇ କେବଳ ଆଶା ନୁହେଁ ସମ୍ପୂର୍ଣ୍ଣ ଭରସା ଅଛି ଏହାର ଅନ୍ତଃସ୍ୱର ପାଠକଙ୍କୁ ଶେଷହୀନ ଆମୋଦ ପ୍ରଦାନ କରିବ।